ନିର୍ଦ୍ଦିଷ୍ଟ କୌଣସି ବ୍ୟବସାୟିକ ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରାଯାଉନି : ବିଏମସି କମିସନର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଆପଲୋ ହସ୍‌ପିଟାଲ ଛକ ଠାରୁ ଦୂରଦର୍ଶନ କାର୍ଯ୍ୟାଳୟ ଯିବା ରାସ୍ତାରେ ଥିବା କିଶୋର ଭାଇ ମଟନ ଦୋକାନକୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବୁଧବାର ଉଚ୍ଛେଦ କରାଯାଇଛି। ବିଏମ୍‌ସିର ଏହି କାର୍ଯ୍ୟାନୁଷ୍ଠାନ ପରେ ଲୋକଙ୍କର ବିଭିନ୍ନ ପ୍ରତିକ୍ରିୟା ଆସିଛି। ଏହାରି ମଧ୍ୟରେ କିଶୋର ମଟନ ଦୋକାନ ଉଛେଦ ଘଟଣାରେ ବିଏମସି କମିସନର ବିଜୟ ଅମୃତ କୁଲାଙ୍ଗେଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି। ଭୁବନେଶ୍ବର ମହାନଗର ନିଗମ … Continue reading ନିର୍ଦ୍ଦିଷ୍ଟ କୌଣସି ବ୍ୟବସାୟିକ ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରାଯାଉନି : ବିଏମସି କମିସନର